Jump to content

ପରିସ୍ଥିତି

ଉଇକିଅଭିଧାନ‌ରୁ

ପରିସ୍ଥିତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପରି+ସ୍ଥା. ଧାତୁ+ଭାବ. ତି)

[ସମ୍ପାଦନା]
୧. ଅବସ୍ଥା; ଅବସ୍ଥାନ; ନିର୍ଣ୍ଣୟ — ୧. State; condition.
୨. ଚାରିଆଡ଼ର ଅବସ୍ଥା — ୨. All circumstances taken together.
୩. ପରିସ୍ଥାନ (ଦେଖ) - —୩. Paristhāna (See).