Jump to content

ପରିସ୍ଫୁରଣ

ଉଇକିଅଭିଧାନ‌ରୁ

ପରିସ୍ଫୁରଣ

ଉଚ୍ଚାରଣ

[ସମ୍ପାଦନା]

(ପରିସ୍ଫୁରିତ—ବିଣ)

(ପରିସ୍ଫୁର୍ତ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପରି+ସ୍ଫୁଟଣ)

[ସମ୍ପାଦନା]
୧. ଆଖି ମିଟିକା ମାରି ଚାହିଁବା — ୧. Glancing.
୨. କଢ଼ି ଫୁଟିବା — ୨. Budding; shooting.
୩. ଠକ ଠକ ଡେଇଁବା; ସ୍ପନ୍ଦନ — ୩. Palpitation; quivering; throbbing.
୪. ଉଜ୍ଜ୍ୱଳ ଭାବରେ ଦେଖାଯିବା; ଶୋଭା ପାଇବା — ୪. Shining forth.