Jump to content

ପରିସ୍ରାବୀ

ଉଇକିଅଭିଧାନ‌ରୁ

ପରିସ୍ରାବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପରି+ସ୍ରୁ ଧାତୁ ଣିଚ୍ ଶ୍ରାବି ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ.)

[ସମ୍ପାଦନା]
୧. ବହି ଯାଉଥିବା — ୧. Flowing.
୨. ଝରୁଥିବା —୨. Oozing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସବୁବେଳେ ଗୁହ୍ୟଦ୍ୱାର ବାଟେ ଘନରସ ବାହାରିବା; ଭଗନ୍ଦର ରୋଗବିଶେଷ —୧. A form of fistula of the anus.
୨. ଦୁରାରୋଗ୍ୟ ଜଳୋଦରୀ ରୋଗବିଶେଷ —୨. An incurable form of swollen abdomen. (M.W.)