Jump to content

ପରିହତ

ଉଇକିଅଭିଧାନ‌ରୁ

ପରିହତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ହନ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପରିତ୍ୟକ୍ତ — ୧. Abandoned.
୨. ଧୃତ —୨. Seized; taken.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲଙ୍ଗଳର କଣ୍ଟି (ହିନ୍ଦୀ - ଶ.) —୧. The part of the plough between the handle & the plough blade.
୨. ଖଣ୍ଡେ କାଠରେ ତିଆରି ହୋଇଥିବା ଲଙ୍ଗଳ (ହିନ୍ଦୀ - ଶ.) — ୨. A plough made of one piece of wood only.