Jump to content

ପରିହରଣ

ଉଇକିଅଭିଧାନ‌ରୁ

ପରିହରଣ

ଉଚ୍ଚାରଣ

[ସମ୍ପାଦନା]

ପରିହୃତ, ପରିହାରୀ, ପରିହାରକବିଣ

ସଂସ୍କୃତ - ବି—(ପରି+ହୃ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ହାନି — ୧. Loss.
୨. କ୍ଷୀଣତା —୨. Weakness; feebleness.
୩. ପରିହାର; ପରିତ୍ୟାଗ; ବର୍ଜ୍ଜନ — ୩. Abandoment; relinquishment.
୪. (ଦୋଷ) ଛଡ଼ାଇବା; ସ୍ଖାଳନ; ନିରାକରଣ — ୪. Repelling; removing; refutation.
୫. କୌଣସି ବସ୍ତୁକୁ ଅଧିକାରୀର ବିନାନୁମତିରେ ଜବରଦସ୍ତି ଛଡ଼ାଇ ନେବା —୫. Snatching away by force.