Jump to content

ପରିହରଣୀୟ

ଉଇକିଅଭିଧାନ‌ରୁ

ପରିହରଣୀୟ

ଉଚ୍ଚାରଣ

[ସମ୍ପାଦନା]
(ପରିହରଣୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ହୃ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ପରିତ୍ୟାଗର ଉପଯୋଗୀ; ତ୍ୟାଜ୍ୟ — ୧. Fit to be abandoned or shunned.
୨. ଗ୍ରହଣ ଯୋଗ୍ୟ; ଗ୍ରାହ୍ୟ — ୨. Fit to be taken; acceptable.
୩. ଛଡ଼ାଇ ନେବାର ଯୋଗ୍ୟ — ୩. Fit to be snatched away.
୪. ନିବାରଣୀୟ —୪. Preventible.