Jump to content

ପରିହରିବା

ଉଇକିଅଭିଧାନ‌ରୁ

ପରିହରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି(ପଦ୍ୟ) (ସଂସ୍କୃତ - ପରିହରଣ)

[ସମ୍ପାଦନା]

ପରିହାର କରିବା; ତ୍ୟାଗ କରିବା —To abandon; to shun; to avoid.

ଭେଦମତି ପରିହରି ସଂହତି ବନ୍ଧନେ ବଦ୍ଧ ହେବେ ଆର୍ଯ୍ୟଭୂମେ ଆର୍ଯ୍ୟସୂତେ ଯେତେ— ରାଧାନାଥ—ମହାଯାତ୍ରା