Jump to content

ପରିହସନୀୟ

ଉଇକିଅଭିଧାନ‌ରୁ

ପରିହସନୀୟ

ଉଚ୍ଚାରଣ

[ସମ୍ପାଦନା]
(ପରିହସନୀୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ହସ୍ ଧାତୁ+କର୍ମ. ଅନୀ. ଅନୀୟ)

[ସମ୍ପାଦନା]
୧. ଉପହାସ୍ୟ —୧. Laughable Iudicrous.
୨. ପରିହାସର ଉପଯୁକ୍ତ ପାତ୍ର — ୨. Fit to be laughed at or jested with.