Jump to content

ପରିହସିତ

ଉଇକିଅଭିଧାନ‌ରୁ

ପରିହସିତ

ଉଚ୍ଚାରଣ

[ସମ୍ପାଦନା]
(ପରିହସିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରି+ହସ୍ ଧାତୁ+କର୍ମ. ତ)

[ସମ୍ପାଦନା]

ଯାହାକୁ ଥଟ୍ଟା ବା ଉପହାସ କରାଯାଏ —Laughed at; jeered at.

ବି—(+ଭାବ. ତ)

[ସମ୍ପାଦନା]

ପରିହାସ —Jest.