ପରିହାରୀ
ଦେଖଣା
ପରିହାରୀ
ଉଚ୍ଚାରଣ
[ସମ୍ପାଦନା](ପରିହାରକ—ଅନ୍ୟରୂପ)
ପରିହାରିଣୀ, ପରିହାରିକାସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ. (ପରି+ହୃ ଧାତୁ+ଇନ୍ ୧ମା. ୧ବ)
[ସମ୍ପାଦନା]- ୧. ପରାଜୟକାରୀ; (ଅମୁକ ଅପେକ୍ଷା) ଉତ୍କୃଷ୍ଟ — ୧. Defeating; excelling.
ବାରିରୁହ ପରିହାରୀ ନୟନରୁ କବିସୂର୍ଯ୍ୟ. ସଙ୍ଗୀତ
- ୨. ପରିହରଣକାରୀ (ପରିହରଣର ଭିନ୍ନ ଭିନ୍ନ ଅର୍ଥ ଦେଖ) — ୨. Doing an act of Pariharaṇa (See)