Jump to content

ପରିହାର୍ଯ୍ୟ

ଉଇକିଅଭିଧାନ‌ରୁ

ପରିହାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
(ପରିହାର୍ଯ୍ୟ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ପରି+ହୃ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ପାରିତ୍ୟାଜ୍ୟ; ପରିହର୍ତ୍ତବ୍ୟ — ୧. Fit to be reliquished or shunned; avoidable.
୨. ରିୟାତି ବା ମୁକ୍ତିଲାଭ ପାଇବା ଯୋଗ୍ୟ — ୨. Deserving exemption.