ପରିହାସ
ଦେଖଣା
ପରିହାସ
ଉଚ୍ଚାରଣ
[ସମ୍ପାଦନା]ପରିହସିତ, ପରିହସନୀୟ, ପରିହାସ୍ୟବିଣ
ସଂସ୍କୃତ - ବିଶେଷ୍ୟ - (ପରି+ହସ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଥଟ୍ଟା — ୧. Jesting; mockery.
- ୨. କୌତୁକ —୨. Sport; mirth.
- ୩. ଉପହାସ —୩. Ridicule; laughter; jeering.
[ ଦ୍ର—ଏହି ଶବ୍ଦ ଅନ୍ୟ ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହ଼ୃତ ହୁଏ, ଯଥା—ହାସ ପରିହାସ, ଥଟ୍ଟା ପରିହାସ, କୌତୁକ ପରିହାସ ]
- ୪. କ୍ରୀଡ଼ା; ଖେଳ; (ହିନ୍ଦୀ - ଶ) —୪. Play.