Jump to content

ପରିହାସକ

ଉଇକିଅଭିଧାନ‌ରୁ

ପରିହାସକ

ଉଚ୍ଚାରଣ

[ସମ୍ପାଦନା]
(ପରିହାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ପରି+ହାସ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ପରିହାସ କରେ —Mocking jesting.

ବିଶେଷ୍ୟ -

[ସମ୍ପାଦନା]

ବିଦୂଷକ —Jester.