Jump to content

ପରିହାସି

ଉଇକିଅଭିଧାନ‌ରୁ

ପରିହାସି

ଉଚ୍ଚାରଣ

[ସମ୍ପାଦନା]

(ପରିହାସିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ପୁଂ ଓ ସ୍ତ୍ରୀ) (ସଂସ୍କୃତ - ପରିହାସ୍ୟ)

[ସମ୍ପାଦନା]
୧. ପରିହାସ ସ୍ଥାନୀୟ ବ୍ୟକ୍ତି); ଯହା ସଙ୍ଗେ ପରିହାସ ବା ଥଟ୍ଟା କରିବା ସମାଜସମ୍ମତ —୧. Fit to be jested with according to social custom.
୨. ପରିହାସ କରୁଥିବା —୨. Jesting.
୩. ଯେ ସର୍ବଦା ଥଟ୍ଟା ପରିହାସ କରେ; ଥଟ୍ଟିଲ; ପରିହାସପ୍ରିୟ — ୩. Jestive; soportive; jocular.

[ ଦ୍ର—ଆମ ସମାଜରେ ଆଈ, ଅଜା, ନାତି, ନାତୁଣୀ, ନାତୁଣୀ— ଜୋଇଁ, ନାତୁଣୀବୋହୂ, ଭିଣୋଇ ଓ ଶଳା, ଶାଳୀ, ଶଳାଭାଉଜ, ନଣନ୍ଦ, ଦିଅର, ଭାଉଜ, ନଣନ୍ଦେଈ ଓ ଭଉଣୀଜୋଇଁ ଏମାନେ ପରିହାସି ଅଟନ୍ତି