Jump to content

ପରିହାସ୍ୟ

ଉଇକିଅଭିଧାନ‌ରୁ

ପରିହାସ୍ୟ

ଉଚ୍ଚାରଣ

[ସମ୍ପାଦନା]
(ପରିହାସ୍ୟା—ସ୍ତ୍ରୀ) 

(ପରିହାସ୍ୟତା—ବି)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ହସ୍ ଧାତୁ+କର୍ମ. ଯ)

[ସମ୍ପାଦନା]

ଥଟ୍ଟା ତାମସାର ଯୋଗ୍ୟ; ପରିହସନୀୟ — Rediculous; laughable.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପରିହାସ)

[ସମ୍ପାଦନା]

ପରିହାସ (ଦେଖ) - Parihāsa (See)