Jump to content

ପରିହୀନ

ଉଇକିଅଭିଧାନ‌ରୁ

ପରିହୀନ

ଉଚ୍ଚାରଣ

[ସମ୍ପାଦନା]
(ପରିହୀନା—ସ୍ତ୍ରୀ) 

(ପରିହୀଣ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ପରି+ହା ଧାତୁ+କର୍ମ. ତ)

[ସମ୍ପାଦନା]
୧. କ୍ଷୀଣ — ୧. Weak.
୨. କ୍ଷୟପ୍ରାପ୍ତ —୨. Wasted; waned.
୩. ସମ୍ୟକ୍ ବଞ୍ଚିତ — ୩. Defrauded; deprived of; deceived.
୪. ପରିବର୍ଜିତ; ତ୍ୟକ୍ତ —୪. Abandnoed.