ପରିହୃତ
ଦେଖଣା
ପରିହୃତ
ଉଚ୍ଚାରଣ
[ସମ୍ପାଦନା](ପରିହୃତ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପରି+ହୃ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ପରିତ୍ୟକ୍ତ — ୧. Abandoned; deserted.
- ୨. ବିମୁକ୍ତ —୨. Liberated.
- ୩. ବଳପୂର୍ବକ ଗୃହୀତ —୩. Snatched; seized; robbed.
- ୪. କ୍ଷାଳିତ —୪. Confuted; repelled; refuted.
- ୫. ପତିତ; ଭ୍ରଷ୍ଟ (ହିନ୍ଦୀ - ଶ) —୫. Fallen.
- ୬. ନଷ୍ଟ; ଧ୍ୱସ୍ତ (ହିନ୍ଦୀ - ଶ.) —୬. Ruined.