ପରୀ
ଦେଖଣା
ପରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - ସ୍ତ୍ରୀ (ଫାରାସୀ - ପରୀ; ତୁଳ. ଇଂ ଫେୟାରୀ; ସଂସ୍କୃତ - ଅପ୍ସରା)
[ସମ୍ପାଦନା]- ୧. ଅପ୍ସରା; ପକ୍ଷଯୁକ୍ତ ସୁନ୍ଦରୀ ଦେବଯୋନିବିଶେଷ — Fairy; nymph.
[ଦ୍ରଷ୍ଟବ୍ୟ ପାରସ୍ୟ ଦେଶର ପ୍ରାଚୀନ କାହାଣୀରେ ପରୀମାନେ କୋହକାଫ୍ ପର୍ବରବାସିନୀ ପକ୍ଷଯୁକ୍ତା ସୁନ୍ଦରୀ ସ୍ତ୍ରୀ ରୂପଧାରିଣୀ ବୋଲି କଳ୍ପିତା ଏମାନଙ୍କ ରୂପ ଠିକ୍ ନାରୀଙ୍କ ପରି, କେବଳ ଖୁଆ ମୁଣ୍ଡରେ ଦୁଇଟି ପକ୍ଷୀ ଲାଗିଥିବାରୁ ଏମାନେ ଆକାଶ ପଥରେ ବିଚରଣ କରନ୍ତି ଫାରସୀ ଓ ଉର୍ଦ୍ଦୁ ସାହିତ୍ୟରେ ପରୀମାନଙ୍କ ସୌନ୍ଦର୍ଯ୍ୟର ଅନେକ ବର୍ଣ୍ଣନା ଅଛି କେବଳ ସ୍ୱର୍ଗବାସିନୀ ହୂରୀ ନାମ୍ନୀ ଦେବଯୋନୀ ପରୀ— ମାନଙ୍କ ଠାରୁ ସୁନ୍ଦରୀ ବୋଲି କଥିତା ଫାରସୀ ଓ ଉର୍ଦ୍ଦୁ କବିତାରେ ସୁନ୍ଦରୀ ସ୍ତ୍ରୀମାନଙ୍କୁ 'ପରୀ' ସଙ୍ଗେ ତୁଳକା କରା ଯାଇଅଛି ଓ ସେମାନଙ୍କୁ ଡେଣାକଟା ପରୀ ଲାଗାଯାଇଅଛି (ହିନ୍ଦୀ - ଶ.)]
- ୨. ପରୀ ପରି ସୁନ୍ଦରୀ ସ୍ତ୍ରୀ —୨. An exquistitely beautiful and charming woman; a paragon amongst women.