Jump to content

ପରୀକ୍ଷ

ଉଇକିଅଭିଧାନ‌ରୁ

ପରୀକ୍ଷ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରୀକ୍ଷା)

[ସମ୍ପାଦନା]
୧. ପରୀକ୍ଷା — ୧. Examination.

ପରୀକ୍ଷ ନିମନ୍ତେ କୂଟ କରିଛି ଦମନ୍ତି ପ୍ରାଚୀ, ନଳଚରିତ

୨. ଜଳୀୟ ଔଷଧ ସହିତ ଅନୁପାନ ମିଶ୍ରଣ —୨. Mixing of a vehicle with certain liquid medicines.

(ଯଥା—ଏ ପାଚନରେ ମହୁ ପରୀକ୍ଷ ଦେଇ ଖାଇବାକୁ ହେବ)

୩. (ସଂସ୍କୃତ - ପରୀକ୍ଷିତ) ପରୀକ୍ଷିତ ରାଜା — ୩. Name of a king.

ଶୁଣ ପରୀକ୍ଷ ନରନାଥ, କୃଷ୍ଣ ଚରିତ ଲାଗବତ ଜଗନ୍ନାଥ ଭାଗବତ