Jump to content

ପରୀକ୍ଷକ

ଉଇକିଅଭିଧାନ‌ରୁ

ପରୀକ୍ଷକ

ଉଚ୍ଚାରଣ

[ସମ୍ପାଦନା]
(ପରୀକ୍ଷିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ପରି+ଈଷ୍ ଧାତୁ=ଦେଖିବା+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯେ ପରୀକ୍ଷା କରେ — ୧. Examiner.
୨. ଦୋଷଗୁଣବିଚାରକ; ସମାଲୋଚକ —୨. Judge; critic.