ପରୀକ୍ଷାର୍ଥୀ
ଦେଖଣା
ପରୀକ୍ଷାର୍ଥୀ
ଉଚ୍ଚାରଣ
[ସମ୍ପାଦନା](ପରୀକ୍ଷାର୍ଥିନୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ପରୀକ୍ଷା+ଅର୍ଥିନ୍; ୧ମା. ୧ବ.)
[ସମ୍ପାଦନା]ପରୀକ୍ଷା ଦେବା ପାଇଁ ଇଚ୍ଛୁକ —Desirous of appearing at an examination.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ବା ଉପସ୍ଥିତ ବ୍ୟକ୍ତି — Candidate; examinee.