ପରୀକ୍ଷା ନେବା
ଦେଖଣା
ପରୀକ୍ଷା ନେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରୀକ୍ଷା ନେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଛାତ୍ରର ଯୋଗ୍ୟତା ବିଚାରାର୍ଥ ପ୍ରଶ୍ନାଦିଦ୍ୱାରା ପରୀକ୍ଷା କରିବା —୧. To examine a student.
- ୨. ଯୋଗ୍ୟତାର ନିଦର୍ଶନ ଦେଖିବା — ୨. To test.