Jump to content

ପରୀକ୍ଷୀଣ

ଉଇକିଅଭିଧାନ‌ରୁ

ପରୀକ୍ଷୀଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି=ଅତିଶୟ+କ୍ଷୀଣ=କ୍ଷୟ ପ୍ରାପ୍ତ)

[ସମ୍ପାଦନା]
୧. ଅତିଶୟ କ୍ଷୟପ୍ରାପ୍ତ —୧. Much decayed.
୨. ଅତି କ୍ଷୀଣ —୨. Excessasively emaciated.
୩. ଅତି ଦୁର୍ବଳ —୩. Very weak.