Jump to content

ପରୀତ

ଉଇକିଅଭିଧାନ‌ରୁ

ପରୀତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ପରି=ଚାରିଆଡ଼େ+ଈ ଧାତୁ=ଯିବା+କର୍ମ. ତ)

[ସମ୍ପାଦନା]
୧. ବେଷ୍ଟିତ; ପରିବୃତ —୧. Surrounded.
୨. ଯୁକ୍ତ; ବିଶିଷ୍ଟ —୨. Joined; connected.
୩. ପରିଗତ —୩. Contracted.