Jump to content

ପରୁ

ଉଇକିଅଭିଧାନ‌ରୁ

ପରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ. (ସଂସ୍କୃତ - ପରୁତ୍)

[ସମ୍ପାଦନା]
୧. ଗତ ବର୍ଷ; ଗୋଦସ୍ତା — ୧. Last year.
୨. (ସଂସ୍କୃତ - ପରାତ୍) ଅପେକ୍ଷା; ଠାରୁ —୨. Than.

ମୁଁ ତୁମ୍ଭ ଦାସ ଗୁରୁ ଦାସ—ଯଶୋବନ୍ତ ପ୍ରେମଭକ୍ତିଗୀତା

୩. (ସଂସ୍କୃତ - ଉପରି) ଉପରୁ —୩. Down from.

ପଡ଼ିଲା ହାତୀପରୁ ନିନ୍ଦଣ ବିଡ଼ୋଜା—କୃଷ୍ଣସିଂହ. ମହାଭାରତ. ଦ୍ରୋଣ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପର୍ବତ (ହିନ୍ଦୀ - ଶ.) —୧. Mountain.
୨. ସ୍ୱର୍ଗଲୋକ —୨. Heaven; paradise.
୩. ଗ୍ରନ୍ଥି; ଗଣ୍ଠି —୩. Knot.
୪. ସମୁଦ୍ର —୪. The ocean (Apte)