ପରୁଡ଼ି
ଦେଖଣା
ପରୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିଶାକାଠିର ତଳେ ଦଉଡ଼ି ଲାଗି ଝଲୁଥିବା ତାଳପତ୍ରରେ ତିୟାରି ପଲା —୧. A square bit of wicker work hanging from the roller of 'Biṡā kāṭhi'.
[ଦ୍ରଷ୍ଟବ୍ୟ —ଏହା ଉପରେ ଜିନିସପତ୍ର ରଖାଯାଇ ଓଜନ କରାଯାଏ]
- ୨. (ସଂସ୍କୃତ - ପଟେରକ) ସନ୍ତରା (ଦେଖ) - ୨. Santarā (See)