Jump to content

ପରୁବୃତ୍ତ

ଉଇକିଅଭିଧାନ‌ରୁ

ପରୁବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରି+ବୃତ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ବେଷ୍ଟିତ (ହିନ୍ଦୀ - ଶ.) —୧. Surrounded.
୨. ଘୁରିଥିବା — ୨. Revolved; turned round (Apte).
୩. ପଛକୁ ଫେରିଥିବା — ୩. Turned back; retreated (Apte)
୪. ବଦଳା ଯାଇଥିବା; ବିନିମୟ କରଯାଇଥିବା — ୪. Exchanged; bartered (Apte).
୫. ସମାହିତ —୫. Finshed; ended (Apte)
୬. ଓଲଟା ପାଲଟି କରା ଯାଇଥିବା (ହିନ୍ଦୀ - ଶ.) ୬. Inverted; turned upside down.

(+ଭାବ. ତ) ଆଲିଙ୍ଗନ —Embrace (Apte)