ପରେଟ୍
ଦେଖଣା
ପରେଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାରେଡ଼୍)
[ସମ୍ପାଦନା]- ୧. ପଲଟଣ ବା କନିଷ୍ଟା— ବଲମାନଙ୍କ ଶ୍ରେଣୀବଦ୍ଧ ହୋଇ ନାନା ପ୍ରକାର ଅଙ୍ଗ ଓ ଅସ୍ତ୍ରାଦି ଚାଳନ — ୧. Military or police parade.
- ୨. ଗ୍ରାମ ଚୌକିଦାରମାନଙ୍କର ସପ୍ତାହର ନିର୍ଦ୍ଦିଷ୍ଟ ଦିବସରେ ଥାନାରେ ହାଜର ହେବା —୨. The chowkidar's weekly parade at the police station.