Jump to content

ପରୋକ୍ଷ

ଉଇକିଅଭିଧାନ‌ରୁ

ପରୋକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ପ୍ରତ୍ୟକ୍ଷ—ବିପରୀତ)

[ପରୋକ୍ଷ(ତ୍ୱ)ତା—ବି]

ସଂସ୍କୃତ - ବିଶେଷଣ - (ଅବ୍ୟୟୀ ଭାବ; ପର=ଅତୀତ+ଅକ୍ଷ=ଇନ୍ଦ୍ରିୟ)

[ସମ୍ପାଦନା]
୧. ଇନ୍ଦ୍ରିୟାତୀତ —୧. Imperceptible; beyond the ken of the senses.
୨. ଅସାକ୍ଷାତ୍; ଅଦୃଶ୍ୟ — ୨. Invisible.
୩. ଦୃଷ୍ଟିର ବହିର୍ଭୁତ — ୩. Out of sight; beyond one's ken.
୪. ଅପ୍ରତ୍ୟକ୍ଷ —୪. indirect.
୫. ଗୁପ୍ତ —୫. Surreptitions; latent.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅନୁପସ୍ଥିତି; ଅଭାବ (ହିନ୍ଦୀ - ଶ.) — ୧. Absence; want.
୨. ପରମ ଜ୍ଞାନୀ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୨. A seer; a very wise man.
୩. (ବ୍ୟାକରଣ) ଅତୀତ କାଳ — ୩. (grammer) Past tense.