ପରୋକ୍ଷ ଭୋଗ
ପ୍ରକୃତ ଅଧିକାରୀର ଅନୁପସ୍ଥିତି ବା ଅଜ୍ଞାତରେ ଅନ୍ୟ ବ୍ୟକ୍ତିଦ୍ୱାରା ତାହାର ସମ୍ପତ୍ତିର ଉପଭୋଗ —(Hindu law) Enjoyment of one's property by another in his absence or without his knowledge.