ପରୋଲ୍
ଯେଉଁ ଭିନ୍ନ ଭିନ୍ନ ସାଙ୍କେତିକ ଶବ୍ଦ ବା ପଦ ସେନାମାନଙ୍କ ମଧ୍ୟରେ ପ୍ରତିଦିନ ଚଳେ ଓ ଯାହା ଉଚ୍ଚାରଣ କରିବା ବ୍ୟକ୍ତି ଆପଣା ଦଳର ବୋଲି ବିବେଚିତ ହୁଏ — Parol; a daily pass word in a camp or garrison.