Jump to content

ପର୍ଉଆନା ଜାରି କରିବା

ଉଇକିଅଭିଧାନ‌ରୁ

ପର୍ଉଆନା ଜାରି କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ)

[ସମ୍ପାଦନା]
୧. କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ଆଦେଶପତ୍ର ଦେବା —୧. To serve a notice or process on a person.
୨. ହୁକୁମ ପ୍ରକଟନ କରିବା — ୨. To publish a notice.
୩. ଆଦେଶପତ୍ର ବାହାର କରିବା — ୩. To issue a notice.