ପର୍ଉଆ କରିବା
ଦେଖଣା
ପର୍ଉଆ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପର୍ଉଆ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭାବତି ବା ଚିନ୍ତିତ ହେବା — ୧. To be anxious for.
- ୨. କୌଣସି ବିଷୟ ପାଇଁ ଚିନ୍ତା ବା ଭାବନା କରିବା — ୨. To think about.
- ୩. ଖାତିର କରିବା — ୩. To care; to treat regard.