Jump to content

ପର୍ଜାଏତ୍

ଉଇକିଅଭିଧାନ‌ରୁ

ପର୍ଜାଏତ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ପର=ଅନ୍ୟ+'ଜାତି' ସ୍ଥଳରେ 'ଜାଏତ୍' ଉଚ୍ଚାରଣ; ତୁଳ. ନଦୀ=ନଏଦ୍ ଓ ରାତି =ରାଏତ୍)

[ସମ୍ପାଦନା]

ଅନ୍ୟ ଜାତି —Another caste.

ଦେଶଜ - ବିଶେଷଣ -

[ସମ୍ପାଦନା]

ଅନ୍ୟଜାତୀୟ; ଅସବର୍ଣ୍ଣ — Belonging to another caste.