ପର୍ଣ୍ଣ
ଦେଖଣା
ପର୍ଣ୍ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପର୍ଣ୍ଣ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ଗଛର ପତ୍ର — ୧. Leaf of trees.
ଜନକ କନ୍ୟା ସ୍ନାନେ ପବିତ୍ର ଅତି, ପର୍ଣ୍ଣ ଗହଳ ଯହିଁ ତରୁବ୍ରତତୀ ରାଧାନାଥ. ମେଘଦୂତ
- ୨. ତାମ୍ୱୁଳ; ପାନ —୨. Betel leaf.
- ୩. ପକ୍ଷୀର ଡ଼େଣା; ପକ୍ଷ — ୩. Pinion; wings of a bird.
- ୪. ପକ୍ଷୀର ପର —୪. Featrher.
- ୫. ଫୁଲର ପାଖଡ଼ା ବା ଦଳ — ୫. The petal of a tree.