Jump to content

ପର୍ଣ୍ଣୀ

ଉଇକିଅଭିଧାନ‌ରୁ

ପର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପର୍ଣ୍ଣ+ଅନ୍; ୧ମା. ୧ବ.)

[ସମ୍ପାଦନା]
୧. ବୃକ୍ଷ; ଗଛ — ୧. Tree.
୨. ଶାଳପର୍ଣ୍ଣୀ (ଦେଖ) - —୨. Ṡāḻaparṇṇī. (See)
୩. ତେଜପତ୍ର (ହିନ୍ଦୀ - ଶ.) —୩. The cassia leaf.
୪. ପୃଷ୍ଠ ପର୍ଣ୍ଣୀ (ଦେଖ) - —୪. Pṛushṭha parṇṇī. (See)