Jump to content

ପର୍ଣ୍ଣ କୃଚ୍ଛ୍ର

ଉଇକିଅଭିଧାନ‌ରୁ

ପର୍ଣ୍ଣ କୃଚ୍ଛ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କେବଳ ଗଛର ପତ୍ର ଖାଇ ଯେଉଁ ବ୍ରତ ଅନୁଷ୍ଠାନ କରାଯାଏ —An austerity performed by living on leaves of trees only.

[ଦ୍ରଷ୍ଟବ୍ୟ —ଏ ବ୍ରତରେ ୧ମ ଦିନ ପଳାଶ ପତ୍ର, ୨ୟ ଦିନ ଡ଼ିମ୍ୱରିପତ୍ର ୩ୟ ଦିନ ପଦ୍ମ ପତ୍ର ଓ ୪ର୍ଥ ଦିନ ବେଲ ପତ୍ର କ୍ୱାଥ ପିଇ ରହି— ବାକୁ ହୁଏ—ହିନ୍ଦୀ - ଶ.]