ପର୍ଣ୍ଣ ଦାହ
ଦେଖଣା
ପର୍ଣ୍ଣ ଦାହ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପଲାଶ ଦାହ; ମୃତ ବ୍ୟକ୍ତିର ଦେହ ନ ମିଳିଲେ ଜ୍ଞାତି କୁଟୁମ୍ୱମାନେ ପଲାଶ ପତ୍ରଦ୍ୱାରା ମୃତ ବ୍ୟକ୍ତିର ମୂର୍ତ୍ତି ରଚନା କରି ଉକ୍ତ କଳ୍ପିତ ମୃତବ୍ୟକ୍ତିକୁ ଦାହ କରିବା ପ୍ରକ୍ରିୟା —The practice of cremating an effigy of the deceased made up of 'Palāṡa' leaves when his dead body can not be procured for cremation.