Jump to content

ପର୍ଣ୍ଣ ବଦ୍ୟ

ଉଇକିଅଭିଧାନ‌ରୁ

ପର୍ଣ୍ଣ ବଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ସ. ବିଶେଷ୍ୟ - (୬ଷ୍ଠୀ ତତ୍; ପର୍ଣ୍ଣ+ବାଦ୍ୟ)

[ସମ୍ପାଦନା]
୧. (ନଡ଼ିଆ, ତାଳଆଦିର) ପତ୍ର ନିର୍ମିତ ପେଏଁ କାଳି —Whistle made by frolling leaves of trees, e.g. of cocoanut, palm etc.
୨. ପତ୍ରନିର୍ମିତ ପେଏଁ କାଳିର ଶବ୍ଦ — ୨. Sound produced by blowing into a rollded leaf.