ପର୍ପ
ଦେଖଣା
ପର୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପର୍ପ ଧାତୁ+ସଜ୍ଞା. ଅ)
[ସମ୍ପାଦନା]- ୧. କଅଁଳ ଘାସ — ୧. Young grass (Apte)
- ୨. ପଙ୍ଗୁ ପୀଠ; ଯେଉଁ ଯାନରେ ପଙ୍ଗୁମାନେ ସ୍ଥାନାନ୍ତରକୁ ଯିବା ଆସିବା କରନ୍ତି ଖଞ୍ଜବାହ୍ୟ ଶକୟ (ପ୍ରକୃତିବାଦ) — ୨. A seat for cripples; a wheeled carriage in which criples are moved about. (Apte)
- ୩. ଗୃହ (ପ୍ରକୃତିବାଦ) —୩. House.