Jump to content

ପର୍ପଟ

ଉଇକିଅଭିଧାନ‌ରୁ

ପର୍ପଟ

ଉଚ୍ଚାରଣ

[ସମ୍ପାଦନା]

ପର୍ପଟକ, ପର୍ପଟୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ପର୍ପ ଧାତୁ+ସଜ୍ଞାର୍ଥେ. ଅଟ)

[ସମ୍ପାଦନା]
୧. କ୍ଷେତ ପାପୁଡ଼ା; ଘରପୋଡ଼ିଆ (ଦେଖ) - —୧. Gharapoṟḍ̠iā (See)
୨. ପାପୁଡ଼ି; ପାମ୍ପଡ଼ —୨. A thick flat cake prepared of pasted pulse.
୩. ସୁବାସିତ ମୃତ୍ତିକାବିଶେଷ; ସୌରାଷ୍ଟ୍ରମୃତ୍ତିକା — ୩. A kind of fragrant earth. (Apte)
୪. ସୁଗନ୍ଧବିଶେଷ — ୪. A kind of perfume. (Apte)