ପର୍ପଟୀ
(ପର୍ପଟୀରସ—ଅନ୍ୟରୂପ)
ଆୟୁର୍ବେଦୋକ୍ତ ବିଧିରେ ପ୍ରସ୍ତୁତ ଗ୍ରହଣୀ ରୋଗର ଔଷଧବିଶେଷ —A medicine for dysentery.
[ଦ୍ରଷ୍ଟବ୍ୟ —ପାରା ଓ ଗନ୍ଧକକୁ ଭୃଙ୍ଗରାଜ ରସରେ ଜାରି ତହିଁ ସଙ୍ଗେ ତମ୍ୱା ଓ ଲୁହା ଭସ୍ମ ମିଶାଇ ଏହା ତିଆରି କରାଯାଏ]