ପର୍ବକାରୀ
ଦେଖଣା
ପର୍ବକାରୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - ପର୍ବ
(ସଂକ୍ରାନ୍ତି, ଅମାବାବ୍ସ୍ୟା, ଅଷ୍ଟମୀ, ଚତୁର୍ଦଶୀ ଓ ପୁର୍ଣିମାଦି)ରେ କରଣୀୟ ଅନୁଷ୍ଠାନ ଓ ଯଜ୍ଞମାନଙ୍କୁ ଯେଉଁ ପୁରୋହିତ ଅର୍ଥଲୋଭରେ ତଦବିରିକ୍ତ ଅନ୍ୟ ଦିବସ ମାନଙ୍କରେ କରେ — A Brāhmaṇa who, from motives of gain, performs on common days ceremonies which ought to be performed on Parab days.