ପର୍ବତଜ
(ପର୍ବତଜା—ସ୍ତ୍ରୀ)
[ପର୍ବତାତ୍ମଜ—ଅନ୍ୟରୂପ ]
===ସଂସ୍କୃତ - .ବିଶେଷଣ - (ପର୍ବତ+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ)
ପର୍ବତରୁ ଜାତ —Born of a mountain.
ମୈନାକ ପର୍ବତ (ହିମାଳୟ ପର୍ବତର ପୁତ୍ର) — A name of the M&aline;i̱nāka mountains.