Jump to content

ପର୍ବତାସ୍ତ୍ର

ଉଇକିଅଭିଧାନ‌ରୁ

ପର୍ବତାସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - .ବି

[ସମ୍ପାଦନା]

ପ୍ରାଚୀନ କାଳର ଯୁଦ୍ଧସ୍ତ୍ରବିଶ୍ଷ — A weapon of war mentioned in the mythologies.

[ଦ୍ରଷ୍ଟବ୍ୟ —ପୁରାଣାଦିରେ ବର୍ଣିତ ହୋଇଅଛି ଯେ ଶତ୍ରୁ ଉପରକୁ ଏହା ଶର ପ୍ରୟୋଗ କଲେ ସେଥିରୁ ବଡ଼ ବ଼ଡ଼ ପଥରଖଣ୍ଡମାନ ବରଷି ଶତ୍ରୁମାନଙ୍କୁ ପେଷି ମାରି ପକାଉଥିଲା ଓ ନିଜ ସେନାର ଚାରିଆଡ଼େ ପାହାଡ଼ ପରି ପଥର ଗଦା ହୋଇ ଯାଉଥିବାରୁ ଶତ୍ରୁପକ୍ଷଙ୍କ ଆକ୍ରମଣରୁ ସେନା ରକ୍ଷା ପାଉଥିଲା]