ପର୍ବତା ସନ୍ଧି
ଦେଖଣା
ପର୍ବତା ସନ୍ଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - .ବିଣ (୬ ଷ୍ଟୀ ତତ୍; ପର୍ବ+ସନ୍ଧୀ)
[ସମ୍ପାଦନା]- ୧. ପୂର୍ଣ୍ଣିମା ଓ ପ୍ରତିପଦ, କିମ୍ୱା ଅମାବାସ୍ୟା ଓ ପ୍ରତିପଦର ସନ୍ଧି ସ୍ଥଳ —୧. The time between the last day of one lunar fortnight and the ୧ st day of the next.
- ୨. ସୂର୍ୟ୍ୟ ବା ଚନ୍ଦ୍ର ଗ୍ରହଣ ସମୟ (ହିନ୍ଦୀ - ଶବ୍ଦ ସାଗର) — ୨. The time of a solar or lunar eclipse.
- ୩. ଆଣ୍ଠୁର ଗଣ୍ଠି (ହିନ୍ଦୀ - ଶବ୍ଦସାଗର) — ୩. Knee-joint.