Jump to content

ପର୍ବାଣୀ

ଉଇକିଅଭିଧାନ‌ରୁ

ପର୍ବାଣୀ

ଉଚ୍ଚାରଣ

[ସମ୍ପାଦନା]

(ପର୍ବଣୀକା—ଅନ୍ୟରୁପ)

  • (file)

ସଂସ୍କୃତ - ବିଶେଷ୍ୟ - (ପର୍ବନ୍+ଅ+ଇ)

[ସମ୍ପାଦନା]
୧. ପୂର୍ଣ୍ଣିମା — ୧. Full moon day.
୨. ଚକ୍ଷୁଃସନ୍ଧିର ରୋଗବିଶେଷ — ୨. A disease of the so called juncture of the eye. (Apte)
୩. ପୂରଣ କରିବା କର୍ମ —୩. Filling up.
୪. ଊତ୍ସବ —୪. Festival (M.W.)