ପର୍ବ ପର୍ବାଣି
ଦେଖଣା
ପର୍ବ ପର୍ବାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପର୍ବ ପର୍ବାଣି
|
(ପର୍ବପୁଣ୍ୟ—ଅନ୍ୟରୁପ)
ଦେଶଜ - .ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]ଉତ୍ସବ ଦିବସମାନ; ଯାତ୍ରାତିଥ; ଯାତ୍ରାପର୍ବ —The days of various festivals.
ସୁନିଆ ଓ ପର୍ବପର୍ବାଣୀରେ ଯେ ସବୁ କକାରୁ ବାଇଗଣ, କଦଳୀ ଲୋଚା ଆସେ ସେ ସବୁ ସଳଖେ ସଳକ ହାଟକୁ ଯାଏ ଫକୀରମୋହନ ଛମାଣ ଆଠଗୁଣ୍ଠ