ପର୍ଯ୍ୟଙ୍କ
ଦେଖଣା
ପର୍ଯ୍ୟଙ୍କ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି+ଅନକ୍ ଧାତୁ=ଗମନ କରିବା+ଆଧିକରଣ ଅ)
[ସମ୍ପାଦନା]- ୧. ପଲଙ୍କ; ଖଟ —୧. Bedstead; couch.
- ୨. ପାଲିଙ୍କି —୨. Palanqnin.
- ୩. ଉପବେଶନ ବିଶେଷ; ପିଚା ମାଡ଼ି ଟେକି ବସିବା — ୩. A kind of posture in sitting; squatting with the heels and the hams.
- ୪. ନର୍ମଦାର ଉତ୍ତରସ୍ଥ ପର୍ବତ ବିଶେଷ (ହିନ୍ଦୀ - ଶ.) — ୪. Name of a mountain north of the Narmadā river.
(ଏହା ବିନ୍ଧ୍ୟର ପୁତ୍ର ବୋଲି କଳ୍ପିତ)
- ୫. ପିଚା ଓ ତଳିପା ଭୂମିରେ ଲଗାଇ ବସିବା ବେଳେ ଯେଉଁ ଲୁଗାକୁ ପିଠି; ଅଣ୍ଟା ଓ ନଳି ଗୋଡ଼ ଚାରି ପାଖେ ଗୁଡ଼ାଇ ଦିଆଯାଏ —୫. A cloth wound round the loins and legs while sitting on the heels and the hams.