Jump to content

ପର୍ଯ୍ୟଙ୍କିକା

ଉଇକିଅଭିଧାନ‌ରୁ

ପର୍ଯ୍ୟଙ୍କିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପର୍ଯ୍ୟଙ୍କ+ସ୍ୱାର୍ଥ. କ+କ୍ଷୂଦ୍ରାର୍ଥେ. ଆ)

[ସମ୍ପାଦନା]

ଛୋଟ ପଲଙ୍କ —A small bedstead.

ଲରଇ ବିଶ୍ରାମ—ସୁଖ ଆଶ୍ରିପଦ—ଗିରି ତ୍ରୋଡ଼ ପର୍ଯ୍ୟଙ୍କିକା ରାଧାନାଥ. ଉର୍ବଶୀ